Advertisement

Viral video of students purchasing liquor on Khaprakhol

Viral video of students purchasing liquor on Khaprakhol ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଳ ବ୍ଳକ ଧଣ୍ଡାମୁଣ୍ଡା ପଞ୍ଚାୟତ ଅଞ୍ଚଳରେ ରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଉଥିବା ବେଳେ ଛୋଟ ଶିଶୁରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ନିଶାପ୍ରତି ଆକୃଷ୍ଟ ହେବାରେ ଲାଗିଛନ୍ତି।କିଛି ଦିନ ତଳେ ଜଣେ ସରକାରୀ କର୍ମଚାରୀ ଧଣ୍ଡାମୁଣ୍ଡା ସରକାରୀ ସ୍କୁଲ ରେ ମଦ ପିଉଥିବା ଭାଇରାଲ ଭିଡ଼ିଓ ବିଭିନ୍ନ ଖବରକାଗଜ ରେ ବାହାରିଥିବା ବେଳେ,ବର୍ତ୍ତମାନ ଆଉ ଏକ ଭିଡ଼ିଓ ସ୍କୁଲ ଛାତ୍ର ମଦଭାଟି ରୁ ମଦ କିଣୁଥିବା ଭିଡ଼ିଓ ଭାଇରାଲ ଦେଖିବାକୁ ମିଳୁଛି ଭିଡ଼ିଓ ରେ ଦୁଇ ଜଣ କଲେଜ ଛାତ୍ର ସ୍କୁଲ ୟୁନିଫର୍ମ, ଆଇଡି ପିନ୍ଧି ମଦଭାଟି ରୁ ମଦ କିଣି ବାହାରୁଥିବା ବେଳେ ଆଉଜଣେ ବ୍ୟକ୍ତି ପାଖକୁ ଯାଇ ତାଗିତ କରୁଛି । ଏହି ଭିଡ଼ିଓରେ ଛାତ୍ର ୟୁନିଫର୍ମ ଆଖ ପାଖ କଲେଜ ୟୁନିଫର୍ମ ସହ ମିଶୁଥିବାରୁ ଜଣାପଡ଼ିଛି।ସ୍କୁଲ ୟୁନିଫର୍ମରେ ଥିବା ଛାତ୍ର କୁ ଭାଟିମେନେଜର ମଦ ଦେବା କେତେ ଠିକ ତାହା ଅଞ୍ଚଳରେ ଚର୍ଚ୍ଚା ଚାଲିଛି,

#odishatimes,#odisha time,#kalahandi news,#odisha news,Viral video of students purchasing liquor on Khaprakhol,

Post a Comment

0 Comments